ପୁଣ୍ୟତିଥିରେ ଭିକାରୀ ବଳଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ଧର୍ମେନ୍ଦ୍ର୍ର ପ୍ରଧାନ
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ଭଜନ ସମ୍ରାଟ ଭିକାରୀ ବଳଙ୍କ ପୁଣ୍ୟତିଥିରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଂଜଳି ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଜଗନ୍ନାଥ ସଂସ୍କୃତିର ଅନ୍ୟତମ ବାର୍ତାବହ ତଥା ଓଡ଼ିଆ ଭକ୍ତି ସଙ୍ଗୀତ
hj


ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ଭଜନ ସମ୍ରାଟ ଭିକାରୀ ବଳଙ୍କ ପୁଣ୍ୟତିଥିରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଂଜଳି ଜଣାଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଜଗନ୍ନାଥ ସଂସ୍କୃତିର ଅନ୍ୟତମ ବାର୍ତାବହ ତଥା ଓଡ଼ିଆ ଭକ୍ତି ସଙ୍ଗୀତ ବିଶାରଦ ଭଜନ ସମ୍ରାଟ' ଭିକାରୀ ବଳଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande