ମେଡିକାଲରେ ଅଗ୍ନିଶମ ବାହିନୀର ସେବା କାର୍ଯ୍ୟ
Bhubaneswar, 02 ନଭେମ୍ବର (ହି.ସ.) ବନ୍ୟା ପରେ ଆସିକା ମେଡିକାଲରେ ଅଗ୍ନିଶମ ବାହିନୀର ସେବା କାର୍ଯ୍ୟ ଗଞ୍ଜାମ ଜିଲ୍ଲାର ଆସିକା ଉପଖଣ୍ଡ ଚିକିତ୍ସାଳୟ ବନ୍ୟାଜଳରେ ବୁଡ଼ି ରହିବା ପରେ ଚାରିଆଡ଼େ କାଦୁଅ ଓ ମଇଳା ଜମି ରହିଥିଲା। ରୋଗୀମାନଙ୍କ ସୁବିଧା ଓ ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ କରିବା ଉଦ୍ଦେ
ମେଡିକାଲରେ ଅଗ୍ନିଶମ ବାହିନୀର ସେବା କାର୍ଯ୍ୟ


Bhubaneswar, 02 ନଭେମ୍ବର (ହି.ସ.)

ବନ୍ୟା ପରେ ଆସିକା ମେଡିକାଲରେ ଅଗ୍ନିଶମ ବାହିନୀର ସେବା କାର୍ଯ୍ୟ

ଗଞ୍ଜାମ ଜିଲ୍ଲାର ଆସିକା ଉପଖଣ୍ଡ ଚିକିତ୍ସାଳୟ ବନ୍ୟାଜଳରେ ବୁଡ଼ି ରହିବା ପରେ ଚାରିଆଡ଼େ କାଦୁଅ ଓ ମଇଳା ଜମି ରହିଥିଲା।

ରୋଗୀମାନଙ୍କ ସୁବିଧା ଓ ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଆସିକା ଓ କବିସୂର୍ଯ୍ୟନଗର ଅଗ୍ନିଶମ ବାହିନୀର କର୍ମଚାରୀମାନେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande