
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)-
ବିଧାନସଭାକୁ ବିରୋଧୀ ଚଲେଇ ଦେଉନାହାନ୍ତି। ରାସ୍ତାରେ ଅନେକ ସମାସ୍ୟ ରହିଛି ,ବନ୍ୟା,ବାତ୍ୟା
,କୋଟିଆ
ପ୍ରସଙ୍ଗ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ହେଲେ ବିରୋଧୀ ହଟ୍ଟଗୋଳ ପାଇଁ ୩ଦିନ
ହେଲା ବନ୍ଦ ରହିଛି ଆଲୋଚନା ବୋଲି କହିଛନ୍ତି
ବିଜେପି ବିଧାୟକ ବାବୁ ସିଂ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି। ଆଶା ଅଛି
ସୋମବାର ଠାରୁ ବିଧାନସଭା ସୁରୁଖୁରରେ ଚାଲିବ। ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ।ସାଧାରଣ
ଲୋକଙ୍କ ଟଙ୍କାରେ ବିଧାନସଭା ଚାଲିଛି ,ବିଭିନ୍ନ ପ୍ରସଙ୍ଗ, ସମସ୍ୟା ଉପରେ ଆଲୋଚନା ହେଲେ
ଲୋକ ଆଶ୍ୱସ୍ତି ହେବେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା