
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ମଧୁବାବୁ ପେନସନ୍ ଯୋଜନାର ବାକି ଥିବା ନୂତନ
ହିତାଧିକାରୀ ଏବଂ ଏନଏସଏପିବ୍ୟାଙ୍କ-ଲିଙ୍କ୍ ହିତାଧିକାରୀମାନଙ୍କ ପାଇଁ ଆସନ୍ତା
ନଭେମ୍ବର ୨୫ ତାରିଖ ଦିନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ଭତ୍ତା ପ୍ରଦାନ
କରାଯିବ। ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ୍ସ ହ୍ୟାଣ୍ଡେଲରେ ସୂଚନା
ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା