
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ପବିତ୍ର ବଡ
ଓଷାର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଭଗବାନ ଧଵଳେଶ୍ବରଙ୍କ ବଡ଼ ପର୍ବ ବଡ଼ ଓଷା ଉପଲକ୍ଷେ
ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଧବଳେଶ୍ୱରଙ୍କ କୃପାରୁ ରାଜ୍ୟ ସୁଖ-ସମୃଦ୍ଧିରେ ଭରି ଉଠୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା