କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗଞ୍ଜାମ ଜିଲ୍ଲା ଆନନ୍ଦ ମୁଖରିତ
ଗଞ୍ଜାମ, ୨୪ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣିମା ଉପଲକ୍ଷେ ଆଜି ପ୍ରଭାତରୁ ଗଞ୍ଜାମ ଜିଲ୍ଲା ଉତ୍ସଵ ମୁଖରିତ ହୋଇଛି। ପ୍ରତ୍ୟୁଷରୁ ଆବାଳ ବୃଦ୍ଧ ବନିତା ପବିତ୍ର ନଦୀ, ପୁଷ୍କରିଣୀ ହ୍ରଦ ସରୋଵର ଓ ସାଗରରେ ସ୍ନାନ କରି ବୋଇତ ଭସାଇ ଉତ୍କଳର ପୂର୍ବଵାଣିଜ୍ଯର ସ୍ମୃତି ଚାରଣ କରିଛନ୍ତି। ପୂର୍ଣ
କାର୍ତ୍ତିକ ପୂର୍ଣ୍ଣିମା


ଗଞ୍ଜାମ, ୨୪ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣିମା ଉପଲକ୍ଷେ ଆଜି ପ୍ରଭାତରୁ ଗଞ୍ଜାମ ଜିଲ୍ଲା ଉତ୍ସଵ ମୁଖରିତ ହୋଇଛି। ପ୍ରତ୍ୟୁଷରୁ ଆବାଳ ବୃଦ୍ଧ ବନିତା ପବିତ୍ର ନଦୀ, ପୁଷ୍କରିଣୀ ହ୍ରଦ ସରୋଵର ଓ ସାଗରରେ ସ୍ନାନ କରି ବୋଇତ ଭସାଇ ଉତ୍କଳର ପୂର୍ବଵାଣିଜ୍ଯର ସ୍ମୃତି ଚାରଣ କରିଛନ୍ତି। ପୂର୍ଣ୍ଣିମା ଅବସରରେ ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେଉଛି। ଲୋକମାନେ ପ୍ରାତଃ ସ୍ନାନ ପରେ ବିଭିନ୍ନ ମଠ ମନ୍ଦିର ଓ ଦେବାଳୟକୁ ଯାଇ ଦେଵ ଦର୍ଶନ କରୁଛନ୍ତି। ଏକ ମାସ ଧରି ଶ୍ରଦ୍ଧାଳୁ ମାନେ କରିଥିବା ହବିଷ ବ୍ରତକୁ ଆଜି ଦେଵ ପୂଜନ କରି ଦାନ ଧର୍ମ କରି ଉଦଯାପନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande