ଲାଚିତ ବରଫୁକନଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଲାଚିତ ବରଫୁକନଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆସାମର ମହାନ ବୀର ଯୋଦ୍ଧା ତଥା ଅଦ୍ୱିତୀୟ ରାଷ୍ଟ୍ରନାୟକ ଲାଚିତ ବରଫୁକନ ଜୀଙ୍କ
ଲାଚିତ ବରଫୁକନ


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଲାଚିତ ବରଫୁକନଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ

କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ

କହିଛନ୍ତି ଯେ, ଆସାମର ମହାନ ବୀର ଯୋଦ୍ଧା ତଥା ଅଦ୍ୱିତୀୟ ରାଷ୍ଟ୍ରନାୟକ ଲାଚିତ ବରଫୁକନ ଜୀଙ୍କ

ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ।

ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ

ସର୍ବୋଚ୍ଚ ବଳିଦାନ ଭାରତୀୟ ଇତିହାସରେ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande