9 ଲକ୍ଷ ଭୂତ୍ ରାସନ୍ କାର୍ଡ ଧାରୀ ଚିହ୍ନଟ
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ରାଜ୍ୟ ସରକାର 9 ଲକ୍ଷ ଭୂତ୍ ରାସନ୍ କାର୍ଡ ଧାରୀଙ୍କୁ ଚିହ୍ନଟ କରିଛନ୍ତି । 2024ରୁ ଜାରି ରହିଥିବା ଇ-କେୱାଇସିଜରିଆରେ ରାଜ୍ୟରୁ 9ଲକ୍ଷ ମୃତ ହିତାଧିକାରୀଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ବାଦ୍ ଦିଆଯାଇଛି । ତିର୍ତ୍ତୋଲ ବିଧାୟକ
9 ଲକ୍ଷ ଭୂତ୍ ରାସନ୍     କାର୍ଡ ଧାରୀ ଚିହ୍ନଟ


ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ରାଜ୍ୟ ସରକାର 9 ଲକ୍ଷ ଭୂତ୍ ରାସନ୍

କାର୍ଡ ଧାରୀଙ୍କୁ ଚିହ୍ନଟ କରିଛନ୍ତି । 2024ରୁ ଜାରି ରହିଥିବା ଇ-କେୱାଇସିଜରିଆରେ ରାଜ୍ୟରୁ 9ଲକ୍ଷ ମୃତ

ହିତାଧିକାରୀଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ବାଦ୍ ଦିଆଯାଇଛି । ତିର୍ତ୍ତୋଲ ବିଧାୟକ

ରମାକାନ୍ତ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ

କୃଷ୍ଣଚନ୍ଦ୍ର ପାତ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande