ଗୁପ୍ତକ୍ଷେତ୍ର ସଖିବଟରେ ଜୀଉଙ୍କ ପଦ୍ମଵେଶ ଅନୁଷ୍ଠିତ
କେନ୍ଦ୍ରାପଡ଼ା, 25 ନଭେମ୍ବର (ହି.ସ.) - ଗୁପ୍ତକ୍ଷେତ୍ର ଭାବେ ପରିଚିତ ପର୍ୟ୍ୟଟନସ୍ଥଳୀ ସଖିବଟ .ରେ କାର୍ତ୍ତିକ ପୂଣ୍ଣିମା ଅବସରରେ ମହାପ୍ରଭୁ ଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି . ସମ୍ପୂର୍ଣ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପଦ୍ମଵେଶ ଅନୁଷ୍ଠିତ ହୋଇଛି . ଏହି ବେଶ କୁ ମହାପ୍ରଭୁ ଙ୍କୁ ଲାଗି କର
ଗୁପ୍ତକ୍ଷେତ୍ର ସଖିବଟ ରେ ଜୀଉଙ୍କ ପଦ୍ମଵେଶ ଅନୁଷ୍ଠିତ


କେନ୍ଦ୍ରାପଡ଼ା, 25 ନଭେମ୍ବର (ହି.ସ.) - ଗୁପ୍ତକ୍ଷେତ୍ର ଭାବେ ପରିଚିତ ପର୍ୟ୍ୟଟନସ୍ଥଳୀ ସଖିବଟ .ରେ କାର୍ତ୍ତିକ ପୂଣ୍ଣିମା ଅବସରରେ ମହାପ୍ରଭୁ ଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି . ସମ୍ପୂର୍ଣ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପଦ୍ମଵେଶ ଅନୁଷ୍ଠିତ ହୋଇଛି . ଏହି ବେଶ କୁ ମହାପ୍ରଭୁ ଙ୍କୁ ଲାଗି କରାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଓ ସଂସ୍କୁତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ . ଏହି ଅବସରରେ ପ୍ରତ୍ୟୁଷ ରୁ ଆନନ୍ଦବଜାର ରେ ନିଃଶୁଳ୍କ ପ୍ରସାଦ ବ୍ୟବସ୍ତା ହଜାର ହଜାର ଭକ୍ତ ଙ୍କ ପାଇଁ ସଖିବଟ ଉନ୍ନୟନ ପରିଷଦ ପକ୍ଷରୁ କରାଯାଇଥିଲା . ଏହି କାର୍ୟ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ପରାମର୍ଶଦାତା ନିମାଇଁ ଚରଣ କର, ସାଧାରଣ ସମ୍ପାଦକ ସତ୍ୟବ୍ରତ ପ୍ରଧାନ, ମନୋଜ ରାଉତ, ଅଜୟ ନାଥ ଶର୍ମା, ଗୋପୀନାଥ ସ୍ୱାଇଁ ଙ୍କ ସମେତ ସଖିବଟ କମିଟି ର ନୂତନ ସଭାପତି ସୁବନି ସାହୁ, ବୈଷ୍ଣବ ଚରଣ ସ୍ୱାଇଁ, ଦୀନବନ୍ଧୁ ସ୍ୱାଇଁ, ସମୀର ରଞ୍ଜନ ବିଶ୍ୱାଳ, ପତିତପାବନ ବିଶ୍ୱାଳ,ଶିବତ୍ସ ନାୟକ, ଚକ୍ରଧର ବିଶ୍ୱାଳ, ଭୀମସେନ ସ୍ୱାଇଁ, ସୁବାସ ମଲ୍ଲ, ଓ ପଣ୍ଡିତ ପ୍ରତାପ ଚନ୍ଦ୍ର ପତି ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ସଫଳ କରାଇଥିଲେ .

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande