ଚାଷୀଙ୍କୁ ବୀମା ପ୍ରଦାନ ପ୍ରସଙ୍ଗରେ ଉତର ମାଗିଲେ ସନାତନ ବିଜୁଳି
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଚାଷୀଙ୍କୁ ବୀମା ପ୍ରଦାନ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଠାରୁ ଉତର ମାଗିଲେ ବଡ଼ସାହି ବିଜେପି ବିଧାୟକ ସନାତନ ବିଜୁଳି । ଏବେ ବି ବଡ଼ସାହିର ବିଭିନ୍ନ ଗାଁରୁ ପଞ୍ଜିକରଣ କରିଥିବା 420 ଚାଷୀ ବୀମା ପାଇ ନାହାନ୍ତି । ସ
ଚାଷୀଙ୍କୁ ବୀମା ପ୍ରଦାନ ପ୍ରସଙ୍ଗରେ ଉତର ମାଗିଲେ ସନାତନ ବିଜୁଳି


ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଚାଷୀଙ୍କୁ ବୀମା ପ୍ରଦାନ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ

କନକ ବର୍ଦ୍ଧନ ସିଂହଦେଓଙ୍କ ଠାରୁ ଉତର ମାଗିଲେ ବଡ଼ସାହି ବିଜେପି ବିଧାୟକ ସନାତନ ବିଜୁଳି । ଏବେ

ବି ବଡ଼ସାହିର ବିଭିନ୍ନ ଗାଁରୁ ପଞ୍ଜିକରଣ କରିଥିବା 420 ଚାଷୀ ବୀମା ପାଇ ନାହାନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ ଗୃହରେ ଏହାର

ତଦନ୍ତ ନିର୍ଦ୍ଦେଶ ଦେଇ କହିଲେ ଯେ ତଦନ୍ତ ପରେ ବିଧାୟକଙ୍କୁ ଉତ୍ତର ରଖିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande