
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ବର୍ଷକୁ ଓଡ଼ିଶାରେ ଖାଉଛନ୍ତି ୧୨୨.୩୬ ମେଟ୍ରିକ ଟନ୍
ଖାସି ମାଂସ । ବିଧାନସଭାରେ ଏନେଇ ବିଧାୟକ ପ୍ରକାଶ ସୋରେନଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି
ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟରେ ୬୩.୯୪ ଲକ୍ଷ ଛେଳି ପାଳନ କରାଯାଉଛି । ବର୍ଷକୁ ୯ ଲକ୍ଷ ୪୬
ହଜାର ମେଟ୍ରିକ ଟନ ମାଛ ଖାଉଛନ୍ତି ଓଡ଼ିଶାବାସୀ । ବର୍ଷକରେ ୧୬୪ ମେଟ୍ରିକ ଟନ୍ କୁକୁଡା ମାଂସ
ଉତ୍ପାଦନ ହେଉଛି । ୪୧ ହଜାର ୯୩ ଲକ୍ଷ ଅଣ୍ଡା ବର୍ଷକରେ ଖାଉଛନ୍ତି ଓଡ଼ିଶା ଲୋକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା