ପିଏମ- ଇ-ବସ ସେବାରେ ଚାଲିବ ଆହୁରି 400 ଇ-ବସ
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ପିଏମ- ଇ-ବସ ସେବାରେ ଚାଲିବ ଆହୁରି 400 ଇ-ବସ । ଭୁବନେଶ୍ୱର କଟକ ରାଉରକେଲା ସମ୍ବଲପୁର ଓ ବ୍ରହ୍ମପୁରରେ ଏହି ବସ ଚଳାଇବାକୁ ଯୋଜନା ହୋଇଛି । ସମ୍ବଲପୁର ରାଉରକେଲାରେ 2027ରେ ଚାଲିବାକୁ ଥିବାବେଳେ ନଭେମ୍ବର 2027 ରେ ବ୍ରହ୍ମପୁର ଚ
ପିଏମ- ଇ-ବସ ସେବାରେ ଚାଲିବ     ଆହୁରି 400 ଇ-ବସ


ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ପିଏମ- ଇ-ବସ

ସେବାରେ ଚାଲିବ ଆହୁରି 400 ଇ-ବସ । ଭୁବନେଶ୍ୱର କଟକ ରାଉରକେଲା ସମ୍ବଲପୁର ଓ ବ୍ରହ୍ମପୁରରେ ଏହି

ବସ ଚଳାଇବାକୁ ଯୋଜନା ହୋଇଛି । ସମ୍ବଲପୁର ରାଉରକେଲାରେ 2027ରେ ଚାଲିବାକୁ ଥିବାବେଳେ ନଭେମ୍ବର

2027 ରେ ବ୍ରହ୍ମପୁର ଚାଲିବ । ସେହିପରି ବାଲେଶ୍ୱରରେ ଗୋଟେ ଡିପୋରୁ 35 ଟି ଇ-ବସ 6 ଟି ରୁଟ

ଦେଇ ଚାଲିବ । ବର୍ତ୍ତମାନ ରାଜ୍ୟରେ 6 ଟି ସହରକୁ କ୍ରୁଟର 440 ବସ ଚଳାଚଳ କରୁଥିବା ନେଇ ପରିବହନ

ମନ୍ତ୍ରୀ ବିଭୂତି ଜେନା ଗୃହରେ ତଥ୍ୟ ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande