ସମ୍ବିଧାନ ଦିବସରେ ସମ୍ବିଧାନ ପ୍ରତି ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ପବିତ୍ର ସମ୍ବିଧାନ ପ୍ରତି ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢି ସଦସ୍ୟମାନଙ୍କୁ ସମ୍ବିଧାନର ମୂଲ୍ୟବୋଧ, ନୀତି ଓ
ସମ୍ବିଧାନ ଦିବସ


ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ସମ୍ବିଧାନ ଦିବସ

ଅବସରରେ ଓଡ଼ିଶା ବିଧାନସଭା ପରିସରରେ ପବିତ୍ର ସମ୍ବିଧାନ ପ୍ରତି ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢି ସଦସ୍ୟମାନଙ୍କୁ ସମ୍ବିଧାନର ମୂଲ୍ୟବୋଧ,

ନୀତି ଓ ଆଦର୍ଶ ପ୍ରତି ନିଷ୍ଠାବାନ ରହିବା ଏବଂ ତାହାର ଅନୁପାଳନ

କରିବା ପାଇଁ ଶପଥ ପାଠ କରାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande