ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ବର୍ତମାନ ପାଇଁ ସ୍ଥଗିତ- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ, ୨୭ ନଭେମ୍ବର (ହି.ସ.)- ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ବର୍ତମାନ ପାଇଁ ସ୍ଥଗିତ ରହିଛି । ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ । ପରବର୍ତୀ ଗଣତିମଣତି ତାରିଖ ଡିସେମ୍ବର ୧୦ ତାରିଖ ପରେ ଜଣାଇବୁ ବୋଲି ସେ କହିଛନ୍ତି ।

Invalid email address

ପୂର୍ଣ୍ଣ ଖବର ପ read ିବାକୁ ଦୟାକରି ଏଠାରେ ହିନ୍ଦୁସ୍ତାନ ସମ୍ବାଦକୁ ସବସ୍କ୍ରାଇବ କରନ୍ତୁ |

संपर्क करें

Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001

(+91) 7701802829 / 9625923629

marketing@hs.news


 rajesh pande