ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତାରେ କୌଣସି ଅଭାବ ରହିବ ନାହିଁ – ମନମୋହନ ସାମଲ
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଟିମ୍ ଓଡିଶା ଆସି ୨ ପ୍ରଭାବିତ ଜିଲ୍ଲା ପରିଦର୍ଶନ ସହ ସମୀକ୍ଷା କରୁଛନ୍ତି । ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାକୁ ସହଯୋଗ କରିଆସିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍
ଓଡ଼ିଶା ପାଇଁ କେନ୍ଦ୍ରୀୟ     ସହାୟତାରେ କୌଣସି ଅଭାବ ରହିବ ନାହିଁ – ମନମୋହନ ସାମଲ


ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଟିମ୍ ଓଡିଶା ଆସି ୨ ପ୍ରଭାବିତ ଜିଲ୍ଲା ପରିଦର୍ଶନ ସହ ସମୀକ୍ଷା କରୁଛନ୍ତି । ବାତ୍ୟା

ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାକୁ ସହଯୋଗ

କରିଆସିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ପଠାଯିବା ପରେ

ନିଶ୍ଚିତ ଭାବେ ଆବଶ୍ୟକ ସହାୟତା ମିଳିବ। ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତାରେ କୌଣସି ଅଭାବ

ରହିବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande