
ଗଂଜାମ, 07 ନଭେମ୍ବର (ହି.ସ.) ଦୀପାବଳି ପାଇଁ ଗଂଜାମ ଜିଲାରେ 404 ଜଣଙ୍କୁ ସବୁଜ ବାଣ ବିକ୍ରି କରିବା ପାଇଁ ଲାଇସେନ୍ସ ଦିଆଯାଇଛି । ବ୍ରହ୍ମପୁର ଉପକଣ୍ଠରେ 154,ଛତ୍ରପୁର ଉପଖଣ୍ଡରେ127,ଭଂଜନଗର ଉପଖଣ୍ଡରେ123 ଜଣଙ୍କୁ ଲାଇସେନ୍ସ ଦିଆଯାଇଛି । ସବୁଜ ବାଣ ବ୍ୟବହାର ଓ ବିକ୍ରି ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ