କେନ୍ଦୁଝର ଝୁମ୍ପୁରାରେ ନୂଆ ସିଏଚସିର ଲୋକାର୍ପର୍ଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଗ୍ରାମାଂଚଳରେ ଉନ୍ନତ, ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲା ଝୁମ୍ପୁରାଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ଶୁଭ ଲୋକାର୍ପଣ କରିଛନ୍ତି। ଆଧୁନିକ ଚି
କେନ୍ଦୁଝର ଝୁମ୍ପୁରାରେ ନୂଆ ସିଏଚସିର ଲୋକାର୍ପର୍ଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଗ୍ରାମାଂଚଳରେ ଉନ୍ନତ, ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲା ଝୁମ୍ପୁରାଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ଶୁଭ ଲୋକାର୍ପଣ କରିଛନ୍ତି।

ଆଧୁନିକ ଚିକିତ୍ସା ଉପକରଣ ଓ ଆନୁସଙ୍ଗିକ ଭିତିଭୂମି ସହିତ ନିର୍ମିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଝୁମ୍ପୁରା ତଥା ଆଖପାଖ ଅଂଚଳର ସାଧାରଣ ଜନତାଙ୍କୁ ଉତମ ପ୍ରାଥମିକ ଓ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande