ଭାରତ ରତ୍ନ ଡକ୍ଟର ସି ଭି ରମଣଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ଭାରତ ରତ୍ନ ଡକ୍ଟର ସି ଭି ରମଣଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ, ପଦାର୍ଥ ବିଜ୍ଞାନରେ ଭାରତର
ଭାରତ ରତ୍ନ ଡକ୍ଟର ସି ଭି ରମଣଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ     କଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ଭାରତ ରତ୍ନ ଡକ୍ଟର ସି ଭି ରମଣଙ୍କ ଜୟନ୍ତୀରେ

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ, ପଦାର୍ଥ ବିଜ୍ଞାନରେ

ଭାରତର ପ୍ରଥମ ନୋବେଲ ବିଜେତା,

ଭାରତ ରତ୍ନ ଡକ୍ଟର

ସି ଭି ରମଣଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ବିଜ୍ଞାନ ପ୍ରତି ତାଙ୍କର ଅନୁରକ୍ତି, ଅନବରତ ଗବେଷଣା ଏବଂ

ପ୍ରଖର ପ୍ରତିଭା ଆଜି ମଧ୍ୟ ଦେଶର ଯୁବପିଢ଼ି ଓ ଗବେଷକମାନଙ୍କୁ ନୂତନ ଜ୍ଞାନ ଅନ୍ୱେଷଣ ପାଇଁ

ପ୍ରେରଣା ଯୋଗାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande