
ଭୁବନେଶ୍ୱର, 07 ନଭେମ୍ବର (ହି.ସ.) - ବିପିନ ଚନ୍ଦ୍ର ପାଲଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି
ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଭାରତୀୟ
ସ୍ୱାଧୀନତା ଆନ୍ଦୋଳନର ମହାନ ବିପ୍ଳବୀ ତଥା ଚିନ୍ତାନାୟକ ବିପିନ ଚନ୍ଦ୍ର ପାଲଙ୍କ ଜନ୍ମଜୟନ୍ତୀରେ
ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା