ନୋବେଲ ପୁରସ୍କାର ବିଜେତା ସାର୍ ସି.ଭି. ରମଣଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ନୋବେଲ ପୁରସ୍କାର ବିଜେତା ସାର୍ ସି.ଭି. ରମଣଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜନ୍ମ ଜୟନ୍ତୀ
ନୋବେଲ ପୁରସ୍କାର ବିଜେତା ସାର୍ ସି.ଭି. ରମଣଙ୍କୁ ଶ୍ରଦ୍ଧାଂଜଳି     ଜ୍ଞାପନ କଲେ ରାଜ୍ୟପାଳ


ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ନୋବେଲ ପୁରସ୍କାର ବିଜେତା ସାର୍ ସି.ଭି. ରମଣଙ୍କୁ

ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜନ୍ମ ଜୟନ୍ତୀ

ଅବସରରେ ମହାନ ଭାରତୀୟ ପଦାର୍ଥ ବିଜ୍ଞାନୀ ତଥା ନୋବେଲ ପୁରସ୍କାର ବିଜେତା ସାର୍ ସି.ଭି.

ରମଣଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି। ତାଙ୍କର ଯୁଗାନ୍ତକାରୀ ଆବିଷ୍କାର ‘ରମଣ ପ୍ରଭାବ’ ଏବଂ

ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ଜ୍ଞାନ ଆହରଣ, ନବସୃଜନ ଏବଂ

ବୈଜ୍ଞାନିକ ଉତ୍କର୍ଷତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande