କଂଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ
ଭୁବନେଶ୍ୱର, 07 ନଭେମ୍ବର (ହି.ସ.) - କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ପ୍ରସ୍ତାବିତ ଥିବାରୁ ତାଙ୍କୁ ନିଲମ୍ବନ କରାଯା
ବିଡିଓ


ଭୁବନେଶ୍ୱର, 07 ନଭେମ୍ବର (ହି.ସ.) - କଣ୍ଟାମାଳ ବିଡିଓ ସାମି ରେଡ୍ଡୀ

ଜୟଶ୍ରୀ ନିଲମ୍ବିତ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ

ନିଆଯାଇଛି । ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ପ୍ରସ୍ତାବିତ ଥିବାରୁ ତାଙ୍କୁ ନିଲମ୍ବନ

କରାଯାଇଛି । ନିଲମ୍ବନ ଅବଧିରେ ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟରେ ରହିବେ । ବିନା ଅନୁମତିରେ

ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande