
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- କେନ୍ଦୁଝର ଗସ୍ତ ଅବସରରେ ଘଟଗାଁର ଅଧିଷ୍ଠାତ୍ରୀ ଦେବୀ
ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ
ମନ୍ତ୍ରୀ ମା’ଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏହା ହିଁ ମା’ଙ୍କ
ନିକଟରେ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା