ଦୀପାବଳିରେ ମାଟି ଦୀପ ଜାଳିବାକୁ ପ୍ରଭାତି ପରିଡାଙ୍କ ଅପିଲ
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ଦୀପାବଳିରେ ମାଟି ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଆସନ୍ତାକାଲି ଦୀପାବଳି। ସମସ୍ତେ ନିଜ ଘରେ ଅନେକ ରଙ୍ଗର ଦୀପ ଜାଳିବେ ନିଶ୍ଚୟ। ଏହି ଅବସର
ଦୀପାବଳିରେ ମାଟି ଦୀପ ଜାଳିବାକୁ ପ୍ରଭାତି ପରିଡାଙ୍କ ଅପିଲ


ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ଦୀପାବଳିରେ ମାଟି ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଆସନ୍ତାକାଲି

ଦୀପାବଳି। ସମସ୍ତେ ନିଜ ଘରେ ଅନେକ ରଙ୍ଗର ଦୀପ ଜାଳିବେ ନିଶ୍ଚୟ। ଏହି ଅବସରରେ ସ୍ୱୟଂ ସହାୟିକା

ଗୋଷ୍ଠୀ ଓ କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ମାଟିଦୀପ ଜାଳିବାକୁ ଅଧିକ ପ୍ରାଧାନ୍ୟ ଦେବା

ପାଇଁ ଅନୁରୋଧ କରୁଛି।ଏହି ଦୀପାବଳିରେ

ସେମାନଙ୍କ କୌଳିକ ବୃତ୍ତିର ବିକାଶ ଓ ରୋଜଗାର ବୃଦ୍ଧି ଆମ ସମସ୍ତଙ୍କ ସହଯୋଗ ଉପରେ ନିର୍ଭରଶୀଳ।

ଆସନ୍ତୁ, ଲୋକାଲ୍ ପାଇଁ

ଭୋକାଲ୍ ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande