୫ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ସାରି ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦୁଝର, ୦୯ ନଭେମ୍ବର(ହି.ସ.) – ୫ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ସାରି ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ସହର ମଣ୍ଡୁଆ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କର ଜନ ଶୁଣାଣୀ ପ୍ରକୋଷ୍ଠରେ ଆଜି ସକାଳୁ ପହଂଚି ପ୍ରଥମେ ଅଭିଯୋଗ ପ୍ରକୋଷ୍ଠର ଜନ ଶୁଣାଣୀ ନେଇ ସମୀକ୍ଷା କଲେ।ପରେଲୋକଙ୍କୁ ଭେଟି ସେମା
Cm visit


କେନ୍ଦୁଝର, ୦୯ ନଭେମ୍ବର(ହି.ସ.) – ୫ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ସାରି ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ସହର ମଣ୍ଡୁଆ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କର ଜନ ଶୁଣାଣୀ ପ୍ରକୋଷ୍ଠରେ ଆଜି ସକାଳୁ ପହଂଚି ପ୍ରଥମେ ଅଭିଯୋଗ ପ୍ରକୋଷ୍ଠର ଜନ ଶୁଣାଣୀ ନେଇ ସମୀକ୍ଷା କଲେ।ପରେଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ରାଇସୁଆଁ ଏୟାର ଷ୍ଟ୍ରିପ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱର ଫେରିଗଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande