ଉତ୍ତରାଖଣ୍ଡର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 09 ନଭେମ୍ବର (ହି.ସ.) - ଉତ୍ତରାଖଣ୍ଡର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡର ସ୍ଥାପ
ଉତରାଖଣ୍ଡ


ଭୁବନେଶ୍ୱର, 09 ନଭେମ୍ବର (ହି.ସ.) - ଉତ୍ତରାଖଣ୍ଡର

ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେବଭୂମି

ଉତ୍ତରାଖଣ୍ଡର ସ୍ଥାପନା ଦିବସ ଅବସରରେ ସମସ୍ତ ଉତ୍ତରାଖଣ୍ଡବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ

ଅଭିନନ୍ଦନ। ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ

ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମୀ ଜୀଙ୍କ ପ୍ରୟାସରେ ଉତ୍ତରାଖଣ୍ଡ

ନିରନ୍ତର ଉନ୍ନତି ଓ ପ୍ରଗତିର ପଥରେ ଆଗେଇ ଚାଲୁ। ବାବା କେଦାରନାଥଙ୍କ ନିକଟରେ ଏହା ହିଁ ମୋର

ପ୍ରାର୍ଥନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande