ଗୋବର୍ଦ୍ଧନ ପୂଜାର ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଗୋବର୍ଦ୍ଧନ ପୂଜାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏକ୍ସ ହ୍ୟାଣ୍ଡେଲରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ଜୁଏଲ ଓରାମ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ଗୋବର୍ଦ୍ଧନ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦ
ଗୋବର୍ଦ୍ଧନ ପୂଜା


ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଗୋବର୍ଦ୍ଧନ

ପୂଜାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏକ୍ସ ହ୍ୟାଣ୍ଡେଲରେ ଏକ

ଶୁଭେଚ୍ଛା ବାର୍ତ୍ତା ଜାରି କରି ଜୁଏଲ ଓରାମ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ଗୋବର୍ଦ୍ଧନ ପୂଜାର

ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା, ସେ

ସମସ୍ତ ଦେଶବାସୀଙ୍କୁ ସୁଖ, ସମୃଦ୍ଧି ଓ ସୁଖମୟ ଜୀବନ ପ୍ରଦାନ କରନ୍ତୁ। ଜୟ ଶ୍ରୀକୃଷ୍ଣ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande