
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ବିଧାୟକ
ସୀତାଂଶୁ ଶେଖର ମହାପାତ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ଜୁଏଲ ଓରାମ କହିଛନ୍ତି ଯେ, ଭଦ୍ରକ
ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ତଥା ଭଦ୍ରକ ବିଧାନସଭାର ଲୋକପ୍ରିୟ ବିଧାୟକ ଶ୍ରୀ ସୀତାଂଶୁ ଶେଖର
ମହାପାତ୍ରଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ। ମାଆ ଭଦ୍ରକାଳୀଙ୍କ ଆଶୀର୍ବାଦ
ସର୍ବଦା ତାଙ୍କ ଉପରେ ରହିଥାଉ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା