ଜାତୀୟ ଆଇନ ସେବା ଦିବସରେ ଆଇନଗତ ସହାୟତାର ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଲେ କେଭି ସିଂହଦେଓ
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଜାତୀୟ ଆଇନ ସେବା ଦିବସରେ ଆଇନଗତ ସହାୟତାର ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜାତୀୟ ଆଇନ ସେବା ଦିବସ
ଆଇନ


ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଜାତୀୟ ଆଇନ

ସେବା ଦିବସରେ ଆଇନଗତ ସହାୟତାର ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ

କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜାତୀୟ

ଆଇନ ସେବା ଦିବସ ଅବସରରେ, ପ୍ରତ୍ୟେକ ନାଗରିକଙ୍କ ପାଇଁ ନ୍ୟାୟ ଓ ଆଇନଗତ ସହାୟତାର ସମାନ ସୁଯୋଗ

ସୁନିଶ୍ଚିତ କରିବାର ଗୁରୁତ୍ୱ ଉପରେ ଆସନ୍ତୁ ଗୁରୁତ୍ୱାରୋପ କରିବା। ଆଇନ ସମ୍ପର୍କରେ ସଚେତନତା

ସୃଷ୍ଟି, ନାଗରିକଙ୍କ

ଅଧିକାରର ସୁରକ୍ଷା ଏବଂ ଆଇନର ଶାସନକୁ ସୁଦୃଢ଼ କରିବା ଏକ ନ୍ୟାୟପୂର୍ଣ୍ଣ ଓ ସମାବେଶୀ ସମାଜ ଗଠନ

ପାଇଁ ଅତ୍ୟନ୍ତ ଜରୁରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande