ଭାରତ ରତ୍ନ ଡ. ଧୋଣ୍ଡୋ କେଶବ କର୍ଭେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଭାରତ ରତ୍ନ ଡ. ଧୋଣ୍ଡୋ କେଶବ କର୍ଭେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ମହିଳା ସଶକ୍ତିକରଣର ଅଗ୍ରଦୂତ, ‘
କେଶବ


ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଭାରତ ରତ୍ନ ଡ.

ଧୋଣ୍ଡୋ କେଶବ କର୍ଭେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି

ଯେ, ମହିଳା ସଶକ୍ତିକରଣର ଅଗ୍ରଦୂତ, ‘ଭାରତ ରତ୍ନ’ ଡ. ଧୋଣ୍ଡୋ କେଶବ କର୍ଭେଙ୍କ ପୁଣ୍ୟତିଥିରେ ତାଙ୍କ

ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ମହାନ ସମାଜ ସଂସ୍କାରକ ଡ. ଧୋଣ୍ଡୋ କେଶବ କର୍ଭେଙ୍କ ମହିଳା

ଶିକ୍ଷା, ସମାନତା

ଓ ସଶକ୍ତିକରଣ କ୍ଷେତ୍ରରେ ଅତୁଳନୀୟ ଅବଦାନ ସମଗ୍ର ଦେଶ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande