ପୂର୍ବତନ ରାଷ୍ଟ୍ରପତି ଶ୍ରୀ କେ.ଆର୍. ନାରାୟଣନଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ପୂର୍ବତନ ରାଷ୍ଟ୍ରପତି ଶ୍ରୀ କେ.ଆର୍. ନାରାୟଣନଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତର ପୂର୍ବ
କେଆର ନାରାୟଣ


ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ପୂର୍ବତନ

ରାଷ୍ଟ୍ରପତି ଶ୍ରୀ କେ.ଆର୍. ନାରାୟଣନଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ

କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ କେ.ଆର୍. ନାରାୟଣନଙ୍କ ପୁଣ୍ୟତିଥିରେ ତାଙ୍କ

ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି।

ଜନସେବା ପ୍ରତି ତାଙ୍କର

ନିଷ୍ଠାପୂର୍ଣ୍ଣ ସମର୍ପଣ, ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଅତୁଟ ଆସ୍ଥା ଏବଂ ସାମାଜିକ ସମାନତା

ପାଇଁ ତାଙ୍କର ନିରନ୍ତର ପ୍ରୟାସ ଭାରତର ଗୌରବମୟ ଐତିହ୍ୟର ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande