'ଜାତୀୟ ଆଇନ ସେବା ଦିବସ'ର ଶୁଭେଚ୍ଛା ଜଣାଇଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଦେଶବାସୀଙ୍କୁ ''ଜାତୀୟ ଆଇନ ସେବା ଦିବସ''ର ଶୁଭେଚ୍ଛା ଜଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଆଇନ ମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଦେଶବାସୀଙ୍କୁ ''ଜାତୀୟ ଆଇନ ସ
ଆଇନ ସେବା


ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଦେଶବାସୀଙ୍କୁ 'ଜାତୀୟ

ଆଇନ ସେବା ଦିବସ'ର ଶୁଭେଚ୍ଛା ଜଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ଆଇନ ମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଦେଶବାସୀଙ୍କୁ 'ଜାତୀୟ

ଆଇନ ସେବା ଦିବସ'ର ଅନେକ ଶୁଭକାମନା! ନ୍ୟାୟ ସମସ୍ତଙ୍କ ପାଇଁ,

ଆଇନଗତ ସହାୟତା ସମସ୍ତଙ୍କ ଅଧିକାର - ଏହି ମୂଲ୍ୟବୋଧକୁ ଆପଣେଇ

ଆସନ୍ତୁ ସଚେତନତା ସୃଷ୍ଟି କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande