'ଉତ୍ତରାଖଣ୍ଡ'ର ପ୍ରତିଷ୍ଠା ଦିବସରେ ଉତରାଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପୃଥ୍ୱୀରାଜ
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ''ଉତ୍ତରାଖଣ୍ଡ''ର ପ୍ରତିଷ୍ଠା ଦିବସରେ ଉତରାଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ସଂସ୍କୃ
ଉତରାଖଣ୍ଡ


ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- 'ଉତ୍ତରାଖଣ୍ଡ'ର

ପ୍ରତିଷ୍ଠା ଦିବସରେ ଉତରାଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ପ୍ରାକୃତିକ

ସୌନ୍ଦର୍ଯ୍ୟ, ସମୃଦ୍ଧ ସଂସ୍କୃତି ଏବଂ ବୀରତ୍ୱର ଭୂମି 'ଉତ୍ତରାଖଣ୍ଡ'ର

ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଅଶେଷ ଶୁଭକାମନା। ଦେବଭୂମି ଉତ୍ତରାଖଣ୍ଡର ଉତ୍ତରୋତ୍ତର

ପ୍ରଗତି ଏବଂ ସମୃଦ୍ଧି କାମନା କରୁଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande