ବୈଜ୍ଞାନିକ ପ୍ରଫେସର ପଞ୍ଚାନନ ମାହେଶ୍ୱରୀଙ୍କ ସ୍ମରଣ କଲେ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ବୈଜ୍ଞାନିକ ପ୍ରଫେସର ପଞ୍ଚାନନ ମାହେଶ୍ୱରୀଙ୍କ ସ୍ମୃତିଚାରଣ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ତଥା ବିଶ୍ୱବିଖ୍ୟାତ ବୈଜ୍ଞାନିକ
ସୁବ୍ରତ ମୁଖାର୍ଜୀ


ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ବୈଜ୍ଞାନିକ

ପ୍ରଫେସର ପଞ୍ଚାନନ ମାହେଶ୍ୱରୀଙ୍କ ସ୍ମୃତିଚାରଣ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

। ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ତଥା

ବିଶ୍ୱବିଖ୍ୟାତ ବୈଜ୍ଞାନିକ ପ୍ରଫେସର ପଞ୍ଚାନନ ମାହେଶ୍ୱରୀଙ୍କ ପୁଣ୍ୟତିଥିରେ ବିନମ୍ର

ଶ୍ରଦ୍ଧାଞ୍ଜଳି। ବିଜ୍ଞାନ ଜଗତକୁ ତାଙ୍କର ଅମୂଲ୍ୟ ଅବଦାନ ଏବଂ ଗବେଷଣା ଚିରସ୍ମରଣୀୟ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande