ଉପଖଣ୍ଡ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, 18 ଫେବ୍ରୁଆରି (ହି.ସ.) ଚମ୍ପୁଆ ରେଞ୍ଜ କର୍ତ୍ତୃପକ୍ଷ ଜଙ୍ଗଲରେ ଲାଗିଥିବା ନିଆଁକୁ କିପରି ଆୟତ କରାଯିବ ସେ ସମ୍ପର୍କରେ ଉପଖଣ୍ଡ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପାଳନ କରୁଛି। ଗୋଟେ ପଟେ ସଚେତନତା କାର୍ଯ୍ୟକ୍ରମ ପାଳନ ହେଉଥିବା ବେଳେ ଏପଟେ ଜଙ୍ଗଲରେ ନିଆଁ ଲାଗି ଗଛ ପତ୍ର ସହିତ ସହିତ ଜା
ଉପଖଣ୍ଡ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ


କେନ୍ଦୁଝର, 18 ଫେବ୍ରୁଆରି (ହି.ସ.)

ଚମ୍ପୁଆ ରେଞ୍ଜ କର୍ତ୍ତୃପକ୍ଷ ଜଙ୍ଗଲରେ ଲାଗିଥିବା ନିଆଁକୁ କିପରି ଆୟତ କରାଯିବ ସେ ସମ୍ପର୍କରେ ଉପଖଣ୍ଡ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପାଳନ କରୁଛି। ଗୋଟେ ପଟେ ସଚେତନତା କାର୍ଯ୍ୟକ୍ରମ ପାଳନ ହେଉଥିବା ବେଳେ ଏପଟେ ଜଙ୍ଗଲରେ ନିଆଁ ଲାଗି ଗଛ ପତ୍ର ସହିତ ସହିତ ଜାଳେଣି ପତ୍ର ଓ ଛୋଟ ଛୋଟ ଚାରା ଗଛ ଗୁଡ଼ି ଗୁଡ଼ିକୁ ପୋଡି ନଷ୍ଟ ହୋଇଯାଉଥିବା ଖୁବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନପାଳ ଅନ୍ତର୍ଗତ ଚିତ୍ରପୁର ଗ୍ରାମର ଶାଳ ଜଙ୍ଗଲ ରେ ବୁଧବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିଲା। ଚିତ୍ରପୁର ଗ୍ରାମବାସ ବହୁ ଦିନରୁ ଶାଳ ଜଙ୍ଗଲ କୁ ରକ୍ଷଣାବେକ୍ଷଣା କରି ଆସୁଛନ୍ତି। ସେ ସେହି ଜଙ୍ଗଲ ରୁ ଶୁଖୁଲା କାଠ ସଂଗ୍ରହ କରି ରୋଷେଇ ଏବଂ ଶୁଖୁଲା ପତ୍ର କୁ ଗ୍ରାମବାସୀ ଘରେ ସାଇତି ଇତି ରଖ୍ ବର୍ଷସାରା କାର୍ଯ୍ୟରେ ବ୍ୟବହାର କରିଥାନ୍ତି। କିନ୍ତୁ ନିନ୍ତୁ ହଠାତ୍ ଜଙ୍ଗଲରେ ରେ ନିଆଁ ଲାଗି ଯିବାରୁ ଶୁଖିଲା ପତ୍ର ସବୁ ପୋଡି ପାଉଁଶ ହୋଇ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜଙ୍ଗଲ ରେ ଉଠିଥ‌ିବା ଛୋଟ ଛୋଟ ଛୋଟ ଚାରା ଗଛ ଗୁଡ଼ିକୁ ମଧ୍ଯ ପୋଡି ଯାଇଥିବା ଥୂବା କୁହାଯାଉଛି। ବନ ବିଭାଗ ସଭାସମିତିରେ ସ ଚେତନତା ବାର୍ତ୍ତା ପ୍ର କରୁଛନ୍ତି କିନ୍ତୁ ବାସ୍ତବରେ ଜଙ୍ଗଲରେ ଲାଗୁଥ ନିଆଁ କୁ ବର୍ନ ବିଭାଗ ଗୁରୁତ୍ବର ସହିତ ଆୟତ କରିବା ଦିଚ ଦିଗରେ ଗୁରୁତ୍ଵ ଦେଉ ନଥୂବା ଅଭିଯୋଗ କରି କରିଛନ୍ତି ଗ୍ରାମବାସୀ। ସଭାସମିତିରେ ସଚେତନତା ବାର୍ତ୍ତା ଦେବା ସହ ଜଙ୍ଗଲ ରେ ଲାଗିଥ‌ିବା ନିଆଁ କୁ ଆୟତ କରିବା ଦିଗରେ ବିଶେଷ ଧ୍ୟାନ ଦେବାକୁ ଜନସାଧାରଣ ରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande