୩ ଟି ବାଲି ବୋଝେଇ ଟ୍ରାକ୍ଟର ଗାଡ଼ି କୁ ଜବତ କଲା ପାଟଣା ପୋଲିସ
କେନ୍ଦୁଝର, 18 ଫେବ୍ରୁଆରି (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଚାତରପାଣି ନିକଟରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ଖବର ଥାନା ଅଧିକାରୀ କରିଣ ପ୍ରସାଦ ସାହୁ ନେତୃତ୍ୱରେ, ପାଟଣା ଥାନା ଏସ ଆଇ ଲକ୍ଷ୍ମଣ ମାଝି, ଉଦିତ କୁମାର ସୋରେନ, ଘଟଣାସ୍ଥଳରେ ପହଞ୍ଚି ୩ ଟି ବାଲି ବୋଝେଇ ଟ
୩ ଟି ବାଲି ବୋଝେଇ ଟ୍ରାକ୍ଟର ଗାଡ଼ି କୁ ଜବତ କଲା ପାଟଣା ପୋଲିସ


କେନ୍ଦୁଝର, 18 ଫେବ୍ରୁଆରି (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଚାତରପାଣି ନିକଟରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ଖବର ଥାନା ଅଧିକାରୀ କରିଣ ପ୍ରସାଦ ସାହୁ ନେତୃତ୍ୱରେ, ପାଟଣା ଥାନା ଏସ ଆଇ ଲକ୍ଷ୍ମଣ ମାଝି, ଉଦିତ କୁମାର ସୋରେନ, ଘଟଣାସ୍ଥଳରେ ପହଞ୍ଚି ୩ ଟି ବାଲି ବୋଝେଇ ଟ୍ରାକ୍ଟର ଗାଡ଼ି କୁ ଜବତ କରିଛନ୍ତି । ସେମାନଙ୍କୁ ପାଟଣା ଥାନା କୁ ଆଣିଛନ୍ତି ଟ୍ରାକ୍ଟର ଗାଡ଼ି ଡ୍ରାଇଭର କୁ ପଚରା ଉଚରା କରିବା ପରେ ୩ ଟି ଟ୍ରାକ୍ଟର ଗାଡ଼ି ମାଲିକଙ୍କୁ ନୋଟିସ୍ ଦେବା ସହିତ ପୋଲିସ ପକ୍ଷରୁ ଖଣି ବିଭାଗ କୁ ଖବର ଦେଇଥିବା ପାଟଣା ଥାନା ଅଧିକାରୀ କରିଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande