ବିଶାଖାପଟ୍ଟନମରେ ଆଜି ଇଣ୍ଟରନ୍ୟାସନାଲ୍ ଫ୍ଲିଟ୍ ରିଭ୍ୟୁର ଅବଲୋକନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବିଶାଖାପଟ୍ଟନମ (ଆନ୍ଧ୍ର ପ୍ରଦେଶ), ୧୮ ଫେବୃଆରୀ (ହି.ସ.) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ‘ସିଟି ଅଫ୍ ଡେଷ୍ଟିନି’ ଭାବେ ପରିଚିତ ବିଶାଖାପଟ୍ଟନମରେ ଆୟୋଜିତ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ନୌସେନା କାର୍ଯ୍ୟକ୍ରମ ‘ଇଣ୍ଟରନ୍ୟାସନାଲ୍ ଫ୍ଲିଟ୍ ରିଭ୍ୟୁ’ର ଅବଲୋକନ କରିବେ। ସମୁଦ୍ରୀୟ ସହଯୋଗ, ପରସ୍ପର ବ
ବିଶାଖାପଟ୍ଟନମରେ ଆଜି ଇଣ୍ଟରନ୍ୟାସନାଲ୍ ଫ୍ଲିଟ୍ ରିଭ୍ୟୁର ଅବଲୋକନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ବିଶାଖାପଟ୍ଟନମ (ଆନ୍ଧ୍ର ପ୍ରଦେଶ), ୧୮ ଫେବୃଆରୀ (ହି.ସ.) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ‘ସିଟି ଅଫ୍ ଡେଷ୍ଟିନି’ ଭାବେ ପରିଚିତ ବିଶାଖାପଟ୍ଟନମରେ ଆୟୋଜିତ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ନୌସେନା କାର୍ଯ୍ୟକ୍ରମ ‘ଇଣ୍ଟରନ୍ୟାସନାଲ୍ ଫ୍ଲିଟ୍ ରିଭ୍ୟୁ’ର ଅବଲୋକନ କରିବେ।

ସମୁଦ୍ରୀୟ ସହଯୋଗ, ପରସ୍ପର ବିଶ୍ୱାସ ଓ ସାମୁହିକ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ନୌସେନା ଜାହାଜ ଓ ପ୍ରତିନିଧିମଣ୍ଡଳ ଅଂଶଗ୍ରହଣ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande