ଚଉଦକୁଲାଟ ରେ ୯୦ତମ ଶିବ ଜୟନ୍ତୀ ପାଳନ
କେନ୍ଦ୍ରାପଡା, 18 ଫେବ୍ରୁଆରି (ହି.ସ.) ଚୌଦକୁଲାଟସ୍ଥିତ ରାଜଯୋଗ ଭଵନରେ ନବେତମ ଶିବ ଜୟନ୍ତୀ ମହୋତ୍ସବ ମହା ଯାକଜମକରେ ପାଳିତ ହୋଇଯାଇଛି କ୍ଷ ଏଥିପାଇଁ ଆୟୋଜିତ କାର‌୍ୟ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ମାନସ ପରିଡା, ପୂର୍ବତନ ବ୍ଲକ ଚେୟାରମ୍ୟାନ ଦୁର୍ଗଶିଷ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷ
------ଚଉଦକୁଲାଟ ରେ ୯୦ତମ ଶିବ ଜୟନ୍ତୀ ପାଳନ


କେନ୍ଦ୍ରାପଡା, 18 ଫେବ୍ରୁଆରି (ହି.ସ.) ଚୌଦକୁଲାଟସ୍ଥିତ ରାଜଯୋଗ ଭଵନରେ ନବେତମ ଶିବ ଜୟନ୍ତୀ ମହୋତ୍ସବ ମହା ଯାକଜମକରେ ପାଳିତ ହୋଇଯାଇଛି କ୍ଷ ଏଥିପାଇଁ ଆୟୋଜିତ କାର‌୍ୟ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ମାନସ ପରିଡା, ପୂର୍ବତନ ବ୍ଲକ ଚେୟାରମ୍ୟାନ ଦୁର୍ଗଶିଷ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ତପନ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରତିକାନ୍ତ ସେନାପତି ଯୋଗଦେଇ ଶିବ ଜୟନ୍ତୀର ଉଦେଶ୍ୟ ଓ ପାଳନରେ ଆଧ୍ୟାତ୍ମିକ ଲାଭ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ କ୍ଷ ପ୍ରାରମ୍ଭରେ ଭାଇ ଅମର ଅତିଥି ପରିଚୟ ଦେଇଥିଲେ କ୍ଷ ଅଂଚଳର ଅନେକ ଶ୍ରଦ୍ଧାଳୁ ଯୋଗ ଦେଇ କାର‌୍ୟ୍ୟକ୍ରମର ସଫଳ ରୂପାୟନ କରିଥିଲେ କ୍ଷ ବ୍ରହ୍ମକୁମାରୀ ଭଉଣୀ ଶଶୀରେଖା ଓ ଭଉଣୀ ସ୍ମୃତି କାର‌୍ୟ୍ୟକ୍ରମର ସୁପରିଚାଳନକ୍ଷ କରିଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ଭଉଣୀ ସୁଷମା, ଭାଇ ଗଙ୍ଗାଧର, ହେମନ୍ତ, ବୁବି ସହଯୋଗ କରିଥିଲେ କ୍ଷ

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande