ଆମେ ଅଧିକ ଆସନ ଜିତିବୁ- ବିଜେପି
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଓ ଅଶୋକ ମହାନ୍ତି କହିଛନ୍ତି ବିଜେପି ଏମିତି ପ୍ରାର୍ଥି ଦେବାକୁ ଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଖୁସି କରିବ। ଆମେ ଅଧିକ ଆସନ ଜିତିବୁ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତ
ଆମେ ଅଧିକ ଆସନ ଜିତିବୁ-     ବିଜେପି


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)ବିଜେପି ବିଧାୟକ ଟଙ୍କଧର

ତ୍ରିପାଠୀ ଓ ଅଶୋକ ମହାନ୍ତି କହିଛନ୍ତି ବିଜେପି ଏମିତି ପ୍ରାର୍ଥି ଦେବାକୁ ଯାଉଛି ତାହା ସମସ୍ତଙ୍କୁ

ଆଶ୍ଚର୍ଯ୍ୟ ଓ ଖୁସି କରିବ। ଆମେ ଅଧିକ ଆସନ ଜିତିବୁ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ

କହିଛନ୍ତି । ବିଜେଡି ବିନା ସଂଖ୍ୟାରେ କେମିତି ଚତୁର୍ଥ ଆସନ ନେବ ସେ ଗଣିତ କୁହନ୍ତୁ । କେବଳ

ବାହସ୍ପୋଟ କଥା କହୁଛନ୍ତି । ବିଜେଡିର ଦୁଇ ନିଲମ୍ବିତ ବିଧାୟକ କାହାକୁ ଭୋଟ ଦେଉଛନ୍ତି

ଦେଖନ୍ତୁ । ବିଜେପି ଠିକ ଗଣିତ କସୁଛି । ଆମ

ଗଣିତ ଅନୁଯାୟୀ ଚତୁର୍ଥ ଆସନ ବିଜେପି ହିଁ ନେବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande