ଚିଲିକାରେ କମୁଛି ମାଛ ,ଚିଙ୍ଗୁଡ଼ି,କଙ୍କଡା ଉତ୍ପାଦନ
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଚିଲିକାରେ କମୁଛି ମାଛ ,ଚିଙ୍ଗୁଡ଼ି,କଙ୍କଡା ଉତ୍ପାଦନ । 2022-23 ରେ 19,807 ମେଟ୍ରିକ ଟନ ଉତ୍ପାଦନ ହେଇଥିଲା । 2023-24 ରେ ମୋଟ 20,947.42 ମେଟ୍ରିକ ଟନ ଉତ୍ପାଦନ ହେଇଥିଲା । 2024-25 ରେ 19,754.30 ମେଟ୍ରିକ ଟନ ଉତ୍ପାଦନ ହେଇଛ
ଚିଲିକାରେ କମୁଛି ମାଛ ,ଚିଙ୍ଗୁଡ଼ି,କଙ୍କଡା       ଉତ୍ପାଦନ


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଚିଲିକାରେ

କମୁଛି ମାଛ ,ଚିଙ୍ଗୁଡ଼ି,କଙ୍କଡା ଉତ୍ପାଦନ । 2022-23 ରେ 19,807 ମେଟ୍ରିକ ଟନ

ଉତ୍ପାଦନ ହେଇଥିଲା । 2023-24 ରେ ମୋଟ 20,947.42 ମେଟ୍ରିକ ଟନ ଉତ୍ପାଦନ ହେଇଥିଲା । 2024-25 ରେ 19,754.30 ମେଟ୍ରିକ ଟନ ଉତ୍ପାଦନ ହେଇଛି । ପୂର୍ବ ବର୍ଷ ତୁଳନାରେ 1193.12 ମେଟ୍ରିକ ଟନ କମିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande