ପରୀକ୍ଷା କେନ୍ଦ୍ର ବୁଲିଲେ ମନ୍ତ୍ରୀ
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଭୁବନେଶ୍ୱର ରମାଦେବୀ ଜୁନିଅର କଲେଜ ପରୀକ୍ଷା କେନ୍ଦ୍ରର ସ୍ଥିତି ପରଖିଲେ ମନ୍ତ୍ରୀ। ---------------
ପରୀକ୍ଷା କେନ୍ଦ୍ର ବୁଲିଲେ ମନ୍ତ୍ରୀ


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ପରୀକ୍ଷା କେନ୍ଦ୍ର

ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଭୁବନେଶ୍ୱର ରମାଦେବୀ

ଜୁନିଅର କଲେଜ ପରୀକ୍ଷା କେନ୍ଦ୍ରର ସ୍ଥିତି

ପରଖିଲେ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande