
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ସର୍ବଭାରତୀୟ
ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ 11 । ରାଜ୍ୟରେ 7919 ଜଣ ଉଦ୍ୟୋଗୀ କରୁଛନ୍ତି ବ୍ୟବସାୟିକ
ଭିତରେ କରୁଛନ୍ତି ଫଳ ଓ ଫୁଲ ଚାଷ । ସେମାନଙ୍କ ବାର୍ଷିକ ଆୟ ରହିଛି 10
ହଜାର 416 ଲକ୍ଷ 91 ହଜାର ଟଙ୍କା । 2024-25 ଆର୍ଥିକ ବର୍ଷରେ ଓଡ଼ିଶାରେ 27.18 ଲକ୍ଷ ଫଳ ହୋଇଛି
ଉତ୍ପାଦନ । ସର୍ବାଧିକ ପୁରୀ ରେ 586 ଜଣ ଉଦ୍ୟୋଗୀ ଫଳ ଚାଷ କରୁଥିବା
ବେଳେ ସମ୍ବଲପୁରୀ ଓ ସୁନ୍ଦରଗଡ଼ ରେ ସର୍ବାଧିକ 115 ଉଦ୍ୟୋଗୀ
କରୁଛନ୍ତି ଫୁଲ ଚାଷ । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଙ୍କ ଲିଖିତ ପ୍ରଶ୍ନରେ
ଉପମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା