ମାପରେ ତ୍ରୁଟି ପାଇଁ ଗୋଟିଏ ବର୍ଷରେ 7 ଜୁଏଲାରୀ ଦୋକାନ ଉପରେ ହୋଇଛି ଆକ୍ସନ
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ମାପରେ ଠକୁଛନ୍ତି ସୁନା ଦୋକାନୀ । ମାପରେ ତ୍ରୁଟି ପାଇଁ ଗୋଟିଏ ବର୍ଷରେ 7 ଜୁଏଲାରୀ ଦୋକାନ ଉପରେ ହୋଇଛି ଆକ୍ସନ । ଆଦାୟ ହୋଇଛି 80 ହଜାର ଜରିମାନା । ଏଥିରେ ବହୁ ବଡ଼ ବଡ଼ ଜୁଏଲାରୀ ବ୍ରାଣ୍ଡର ନାଁ ବି ରହିଛି । କେନ୍ଦୁ
ମାପରେ ତ୍ରୁଟି ପାଇଁ     ଗୋଟିଏ ବର୍ଷରେ 7 ଜୁଏଲାରୀ ଦୋକାନ ଉପରେ       ହୋଇଛି ଆକ୍ସନ


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ମାପରେ

ଠକୁଛନ୍ତି ସୁନା ଦୋକାନୀ । ମାପରେ ତ୍ରୁଟି ପାଇଁ ଗୋଟିଏ ବର୍ଷରେ 7 ଜୁଏଲାରୀ ଦୋକାନ ଉପରେ ହୋଇଛି ଆକ୍ସନ । ଆଦାୟ

ହୋଇଛି 80 ହଜାର ଜରିମାନା । ଏଥିରେ ବହୁ ବଡ଼ ବଡ଼ ଜୁଏଲାରୀ ବ୍ରାଣ୍ଡର

ନାଁ ବି ରହିଛି । କେନ୍ଦୁଝରର 3 ସମ୍ବଲପୁରର 2 ଏବଂ ସୁନ୍ଦରଗଡ଼ ଏବଂ ପୁରୀରେ ଗୋଟିଏ ଦୋକାନ ରହିଛି ।

ବିଧାନସଭାରେ ଯୋଗାଣ

ମନ୍ତ୍ରୀଙ୍କ ଉତ୍ତର କହୁଛି ଗତ 4

ବର୍ଷରେ 23ଟି ଗହଣା

ଦୋକାନ ବା ପ୍ରତିଷ୍ଠାନ ମାପରେ ତ୍ରୁଟି କରୁଥିବା ଧରା ପଡିଛନ୍ତି, ସେମାନଙ୍କ

ଠାରୁ 5 ଲକ୍ଷ 18 ହଜାର ଟଙ୍କାର ଜରିମାନା

ଆଦାୟ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande