କେନ୍ଦୁଝର ବନଖଣ୍ଡରେ ବଢ଼ିଛି କଲରାପତରିଆ ବାଘଙ୍କ ସଂଖ୍ୟା
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଏବର୍ଷ କେନ୍ଦୁଝର ବନଖଣ୍ଡରେ ବଢ଼ିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଗତବର୍ଷ ଥିଲେ ୧୮ଟି କଲରାପତରିଆ, ଏଥର ୨୩ ହେବା ଆକଳନ କରାଯାଉଛି । ମହାବଳ ବାଘ ଏବର୍ଷ ଠାବ କରାଯାଇ ନଥିବା ଡିଏଫଓ ସୂଚନା ଦେଇଛନ୍ତି । ---------------
କେନ୍ଦୁଝର ବନଖଣ୍ଡରେ ବଢ଼ିଛି     କଲରାପତରିଆ ବାଘଙ୍କ ସଂଖ୍ୟା


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଏବର୍ଷ

କେନ୍ଦୁଝର ବନଖଣ୍ଡରେ ବଢ଼ିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଗତବର୍ଷ ଥିଲେ ୧୮ଟି କଲରାପତରିଆ, ଏଥର ୨୩ ହେବା ଆକଳନ କରାଯାଉଛି । ମହାବଳ ବାଘ ଏବର୍ଷ ଠାବ କରାଯାଇ

ନଥିବା ଡିଏଫଓ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande