ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମକୁ ପହଁଚି ସାରିଛି ବିଜୁଳି
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମକୁ ପହଁଚି ସାରିଛି ବିଜୁଳି । ୨୦୨୪ ମସିହା ପରଠାରୁ ୩୫ ହଜାର ୭୪୧ ପରିବାରକୁ ଦିଆଯାଇଛି ବିଜୁଳି ସଂଯୋଗ । ବିଧାନସଭାରେ ବଡ଼ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ମୟୁରଭଞ୍ଜରେ ସର୍ବାଧିକ ୩୬୩୬ ପରିବାରକ
ରାଜ୍ୟର ସମସ୍ତ ରାଜସ୍ୱ     ଗ୍ରାମକୁ ପହଁଚି ସାରିଛି ବିଜୁଳି


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ରାଜ୍ୟର

ସମସ୍ତ ରାଜସ୍ୱ ଗ୍ରାମକୁ ପହଁଚି ସାରିଛି ବିଜୁଳି । ୨୦୨୪ ମସିହା ପରଠାରୁ ୩୫ ହଜାର ୭୪୧ ପରିବାରକୁ

ଦିଆଯାଇଛି ବିଜୁଳି ସଂଯୋଗ । ବିଧାନସଭାରେ ବଡ଼ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ମୟୁରଭଞ୍ଜରେ

ସର୍ବାଧିକ ୩୬୩୬ ପରିବାରକୁ ହୋଇଛି ବିଜୁଳି ସଂଯୋଗ । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର

ତ୍ରିପାଠୀଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି ସିଂ ଦେଓ ଲିଖିତ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande