୧୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସାଇବର ଠକେଇର ପର୍ଦ୍ଦାଫାସ
୧୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସାଇବର ଠକେଇର ପର୍ଦ୍ଦାଫାସ
୧୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସାଇବର ଠକେଇର ପର୍ଦ୍ଦାଫାସ

୧୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସାଇବର ଠକେଇର ପର୍ଦ୍ଦାଫାସ

ସମ୍ବଲପୁର, ୧୯, ଫେବ୍ରୁଆରୀ (ହି.ସ.) ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ଓ ସୁରକ୍ଷା ବ୍ୟବସ୍ଥା ସ୍ବତ୍ବେ ସାଇବର ଠକେଇ କମିବାର ନାଁ ନେଉନାହିଁ । ହେଲେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ଏହି ସାଇବର ଠକେଇ ଉପରେ ଜବରଦସ୍ତ ଚଢ଼ାଉ କରି ୨୦ ଜଣଙ୍କୁ ଗିରଫ କରିବା ସହ ୩୨ ଜଣ ସନ୍ଦିଗ୍ଧଙ୍କୁ ତଦନ୍ତ ପରିସରଭୁକ୍ତ କରିଛି । ଜିଲ୍ଲାର ୧୪ ଟି ଥାନାକୁ ନେଇ ଏହି ଗୁପ୍ତ ତଦନ୍ତ ଜାରି ରହିଥିବା ବେଳେ ୧୪୦ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୧୧୦ କୋଟି ୩୫ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande