ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ୩ ଗିରଫ
Kendrapara, 19 ଫେବ୍ରୁଆରି (ହି.ସ.) କେନ୍ଦ୍ରାପଡା-୧୯/୦୨: କେନ୍ଦ୍ରାପଡା ର ସାମଗୁଡ଼ିଆ ଠାରେ ନାବାଳିକା ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଘଟଣାରେ ଗିରଫ ହେଲେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ରାହୁଲ କୁମାର ଓ ୩ ଜଣ ସହଯୋଗୀ କ୍ଷ ରାହୁଲଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳୀବଣ
ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ୩ ଗିରଫ


Kendrapara, 19 ଫେବ୍ରୁଆରି (ହି.ସ.)

କେନ୍ଦ୍ରାପଡା-୧୯/୦୨: କେନ୍ଦ୍ରାପଡା ର ସାମଗୁଡ଼ିଆ ଠାରେ ନାବାଳିକା ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଘଟଣାରେ ଗିରଫ ହେଲେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ରାହୁଲ କୁମାର ଓ ୩ ଜଣ ସହଯୋଗୀ କ୍ଷ ରାହୁଲଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳୀବଣ ଗାଁରେ କ୍ଷ ସୋସିଆଲ ମିଡିଆରେ ଉଭୟଙ୍କ ପରିଚୟ ଓ ପରେ ପ୍ରେମ ସମ୍ପର୍କ ଗଢିଉଠିବା ପରେ ରାହୁଲ ଯୁବତୀଙ୍କୁ କେନ୍ଦ୍ରାପଡା ଡାକି ସାମଗୁଡ଼ିଆ ସ୍ଥିତ ଓମ୍ ସାଇ ନାମକ ଏକ ଲଜ୍ ରେ ରଖି ସାଙ୍ଗ ମାନଙ୍କ ସହ ଦୁଷ୍କର୍ମ କରିଥିଲାକ୍ଷ କେବଳ ସେତିକି ନୁହେଁ, ଅନ୍ୟମାନଙ୍କ ସହ ସମ୍ପର୍କ ରଖିବାକୁ ମଧ୍ୟ ଯୁବତୀଙ୍କୁ ରାହୁଲ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା କ୍ଷ ଅଭିଯୋଗ ପାଇବା ପରେ ସଦର ପୋଲିସ ଲଜ ଉପରେ ଚଢାଉ କରି ଅଭିଯୁକ୍ତ ପୁରୁଷ ବନ୍ଧୁ ରାହୁଲ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ଷ ସେହି ଲଜ୍ ରେ ଏକ ସେକ୍ସ ରାକେଟ ଚଳାଇଥିବା ସନ୍ଦେହରେ ଜଣେ ମହିଳାଙ୍କ ସମେତ ଅନ୍ୟ ୪ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଯେହେତୁ ନାବାଳିକା ପିଡିତା ବାହାର ଜିଲ୍ଲାର ବୋଲି ଜଣାପଡିଛି।କେନ୍ଦ୍ରାପଡା ପୋଲିସ ଏହାକୁ ଗୁରୁତର ସହ ନେଇଛି।ଆଉ କେଉଁମାନେ ଏହି ସେକ୍ସ ରାକେଟରେ ଅଛନ୍ତି ଅଧିକରୁ ଅଧିକ ତଦନ୍ତ କରୁଥିବା ନେଇ କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆ ସୁଚନା ଦେଇଛନ୍ତି କ୍ଷ ତେବେ ଏହି ଘଟଣାରେ ଏକ ଆନ୍ତଃଜିଲ୍ଳା ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି କ୍ଷ ପୀଡିତା ନାବାଳିକାଙ୍କ ୧୬୪ ରେ ବୟାନ୍ ରେକର୍ଡ ହେବା ପରେ ଅନେକ୍ କଥା ଜଣାପଡିବ ବୋଲି ଏସିପି କେନ୍ଦ୍ରାପଡା କହିଛନ୍ତିକ୍ଷ

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande