ଆଜିଠାରୁ ଆରମ୍ଭ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା
Kendrapara, 19 ଫେବ୍ରୁଆରି (ହି.ସ.) କେନ୍ଦ୍ରାପଡା-୧୯/୦୨: ଆଜିଠାରୁ ଆରମ୍ଭ ହେଲା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା କ୍ଷ କେନ୍ଦ୍ରାପଡା ଜିଲାରେ ରେଗୁଲାର, ଏକ୍ସ ରେଗୁଲାର, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷାର ମୋଟ ୧୯ ହଜାର ୮୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି କ୍ଷ ସେଥିମଧ୍ୟରୁ ୧୯ହଜାର ୨୮୮
ଆଜିଠାରୁ ଆରମ୍ଭ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା


Kendrapara, 19 ଫେବ୍ରୁଆରି (ହି.ସ.)

କେନ୍ଦ୍ରାପଡା-୧୯/୦୨: ଆଜିଠାରୁ ଆରମ୍ଭ ହେଲା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା କ୍ଷ କେନ୍ଦ୍ରାପଡା ଜିଲାରେ ରେଗୁଲାର, ଏକ୍ସ ରେଗୁଲାର, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷାର ମୋଟ ୧୯ ହଜାର ୮୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି କ୍ଷ ସେଥିମଧ୍ୟରୁ ୧୯ହଜାର ୨୮୮ ଜଣ ରେଗୁଲାର ଏବଂ ୫୦ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଥିବାବେଳେ ୨୩୧ ଜଣ ମଧ୍ୟମା ଏବଂ ୨୯୪ଜଣ ରାଜ୍ୟ ଓପନ ସ୍କୁଲର ଛାତ୍ରଛାତ୍ରୀ ଅଛନ୍ତି । ଏଥିପାଇଁ ଜିଲାରେ ୧୦୭ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୯ଟି ପ୍ରଶ୍ନପତ୍ର ହବ୍ କରାଯାଇଛି । ସି.ସି.ଟିଭି ସର୍ଭେଲାନ୍ସରେ ସମସ୍ତ ପରୀକ୍ଷା କେନ୍ଦ୍ର ରହିଛି କ୍ଷ କପି ରୋକିବା ପାଇଁ ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି କ୍ଷ ମାର୍ଚ୍ଚମାସ ୨ତାରିଖ ପର‌୍ୟ୍ୟନ୍ତ ପରୀକ୍ଷା ଚାଲିବ କ୍ଷ

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande