
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଯୋଗାଣ
ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଇସ୍ତଫା ଦାବି କଲା ବିଜେଡି । ଚାଷୀ ଧାନ ନେଇ ମଣ୍ଡିରେ ବସିଛି ।
ସରକାର ମଉଜ କରୁଛନ୍ତି । ଜାଣି ଶୁଣି ଧାନ
କେମିତି କିଣାଯିବନି ସରକାର ଷଡଯନ୍ତ୍ର କରୁଛନ୍ତି । କେନ୍ଦ୍ର ଇଂଜିନ ଚାହୁଁନି ସରକାର ଧାନ
କିଣନ୍ତୁ । ଚାଷୀ ଶେଷରେ ଖୋଲା ବଜାରରେ ଅଭାବି ବିକ୍ରି କରିବ । ଆଳୁ ଠାରୁ ଧାନ ପର୍ଯ୍ୟନ୍ତ
ସବୁଠି ବିଫଳ ଯୋଗଣ ମନ୍ତ୍ରୀ ବୋଲି ବିଜେଡି
ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା