ଅବକାରୀ ପୋଲିସ ପିନ୍ଧିଲେ ବଡ଼ି କ୍ୟାମେରା
ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ରାଜ୍ୟର ଅବକାରୀ ପୋଲିସ୍ ମାନଙ୍କୁ ବଡି କ୍ୟାମେରା ପ୍ରଦାନ କରାଯାଇଛି। ସରକାର ଭୁବନେଶ୍ୱର ଅବକାରୀ ଥାନାକୁ ୧୦ଟି ବଡ଼ି କ୍ୟାମେରା ଏବଂ ଖୋର୍ଦ୍ଧା ଜିଲ୍ଲାକୁ ୧୦ଟି ବଡ଼ି କ୍ୟାମେରା ଦେଇଛନ୍ତି। ବଡ଼ି କ୍ୟାମେରା ରେଡ ସମୟରେ ଅବକାରୀ ପୋଲିସକୁ ବେଶ ସହାୟକ କରିବ । ଅବକା
ଅବକାରୀ ପୋଲିସ ପିନ୍ଧିଲେ ବଡ଼ି କ୍ୟାମେରା


ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ରାଜ୍ୟର ଅବକାରୀ ପୋଲିସ୍ ମାନଙ୍କୁ ବଡି କ୍ୟାମେରା ପ୍ରଦାନ କରାଯାଇଛି। ସରକାର ଭୁବନେଶ୍ୱର ଅବକାରୀ ଥାନାକୁ ୧୦ଟି ବଡ଼ି କ୍ୟାମେରା ଏବଂ ଖୋର୍ଦ୍ଧା ଜିଲ୍ଲାକୁ ୧୦ଟି ବଡ଼ି କ୍ୟାମେରା ଦେଇଛନ୍ତି। ବଡ଼ି କ୍ୟାମେରା ରେଡ ସମୟରେ ଅବକାରୀ ପୋଲିସକୁ ବେଶ ସହାୟକ କରିବ । ଅବକାରୀ ମନ୍ତ୍ରୀ ବଡ଼ି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ।ଅବକାରୀ ଏସ୍ପି ଦେବାଶିଷ ପଟେଲ ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande