କଟକରେ ଜଣ୍ଡିସ ବ୍ୟାପିବାକୁ ନେଇ ମେୟରଙ୍କୁ ଟାର୍ଗେଟ କଲେ ବିଧାୟିକା
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- କଟକରେ ଜଣ୍ଡିସ ବଢିବାକୁ ନେଇ ମେୟର ସୁବାଷ ସିଂଙ୍କୁ ଟାର୍ଗେଟ କରିଛନ୍ତି କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ଦୁର୍ନୀତିରେ ଲିପ୍ତ କଟକ ମେୟର । ନିଜ ସ୍ୱାର୍ଥ ପାଇଁ ଗୋଟିଏ ଏଜେନ୍ସିକୁ ବାରମ୍ବାର ଦେଉଛନ୍ତି ଟେଣ୍ଡର । କଟକରେ
କଟକରେ ଜଣ୍ଡିସ     ବ୍ୟାପିବାକୁ ନେଇ ମେୟରଙ୍କୁ ଟାର୍ଗେଟ କଲେ ବିଧାୟିକା


ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- କଟକରେ ଜଣ୍ଡିସ

ବଢିବାକୁ ନେଇ ମେୟର ସୁବାଷ ସିଂଙ୍କୁ ଟାର୍ଗେଟ କରିଛନ୍ତି କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ

। ଦୁର୍ନୀତିରେ ଲିପ୍ତ କଟକ ମେୟର । ନିଜ ସ୍ୱାର୍ଥ ପାଇଁ ଗୋଟିଏ ଏଜେନ୍ସିକୁ ବାରମ୍ବାର

ଦେଉଛନ୍ତି ଟେଣ୍ଡର । କଟକରେ ଏବେ 20 ପରିବାର ଜଣ୍ଡିସରେ ଆକ୍ରାନ୍ତ । ଏହା ପ୍ରଥମ ଘଟଣା ନୁହେଁ,

କଟକର ନାଳନର୍ଦମା ସଫା ହେଉନି । ଡ୍ରେନ ପାଣି ପିଇବା ପାଣିରେ ମିଶୁଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande